କିଡ୍ନୀ ଠକ ହିମାଂଶୁ ନନ୍ଦ ରିମାଣ୍ଡର ଆଜି ତୃତୀୟ ଦିନ l
ଠକେଇ ଟଙ୍କାରେ ହିମାଂଶୁ କରିଥିଲା ହୋମ ଡେକର ସୋରୁମ l
ପିପିଲ ନିକଟରେ ରହିଛି ସୋରୁମ l
ରାଜ୍ୟ ବାହାର ଲିଙ୍କର ଖୋଲତାଡ ଚାଲିଛି l
ବିଭିନ୍ନ ଜିଲ୍ଲାରେ ମଧ୍ୟ ହିମାଂଶୁ ନାଁରେ ଅଭିଯୋଗ ରହିଥିବା ସୂଚନା ମିଳିଛି ।
ଏହି ଠକକୁ କେଉଁମାନେ ସହଯୋଗ କରୁଥିଲେ ତଦନ୍ତ ଚାଲିଛି l
ଆବଶ୍ୟକ ପଡିଲେ ହିମାଂଶୁକୁ ମଧ୍ୟ ଆଉଥରେ ରିମାଣ୍ଡରେ ଅଣାଯିବ l