ଭୁବନେଶ୍ୱର: ହୋଲି ପୂର୍ବରୁ ପରିବାର ପାଇଁ ଏକ କାର କିଣିବାକୁ ଯୋଜନା କରୁଛନ୍ତି କି ? ତେବେ ଏଠାରେ ଆପଣ ବାଇକ ଠାରୁ ମଧ୍ୟ କମ ମୂଲ୍ୟରେ ନାମୀ କମ୍ପାନୀର ଭଲ କାର କିଣିପାରିବେ ।
ମାରୁତି ଟ୍ରୁ ଭାଲ୍ୟୁରେ ଏକ ବ୍ୟବହୃତ ମାରୁତି ଆଲ୍ଟୋ ଉପଲବ୍ଧ । ୨୦୦୭ ମଡେଲ୍ ଏହି କାର୍ ହେଉଛି ପ୍ରଥମ ମାଲିକ ଏବଂ ଏହାର ମୂଲ୍ୟ ୪୯,୦୦୦ ଟଙ୍କା, ଯାହା ବହୁତ ଭଲ ଅବସ୍ଥାରେ ଥିବା ପରି ମନେହୁଏ ।
ଏହା ସହ ୨୦୦୭ର ମାରୁତି ଆଲ୍ଟୋର STD ମଡେଲ୍ ଟ୍ରୁ ଭାଲ୍ୟୁରେ ମଧ୍ୟ ଉପଲବ୍ଧ। ଏହି ସକେଣ୍ଡ ହ୍ୟାଣ୍ଡ କାରର ମୂଲ୍ୟ ୮୫,୦୦୦ ଟଙ୍କା ରଖାଯାଇଥିବା ବେଳେ ଏହା ସମୁଦାୟ ୮୫,୮୦୮ କିଲୋମିଟର ଅତିକ୍ରମ କରିଛି । ତେବେ ଗାଡି କିଣିବା ପୂର୍ବରୁ ଗ୍ରାହକମାନେ ଟ୍ରୁ ଭାଲ୍ୟୁ ସହିତ ଯୋଗାଯୋଗ କରିବା ଉଚିତ।