• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Breaking News

ଆଉନାହାନ୍ତି ବରିଷ୍ଠ ଅଭିନେତା ଅଟଳ ବିହାରୀ ପଣ୍ଡା

OMMCOM NEWSbyOMMCOM NEWS
June 5, 2021
in Breaking News, Odia

ସମ୍ବଲପୁର : ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ ଗମନ | ସେ ବ୍ଲଡ୍‌ ସେପ୍ଟିସେମିଆରେ ପୀଡ଼ିତ ହୋଇ ଗତ ୧୦ ଦିନ ଧରି ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ଏହି ବରିଷ୍ଠ ଅଭିନେତା | ବିଳମ୍ବିତ ରାତି ୩ଟା ୪୫ ମିନିଟ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗକରିଛନ୍ତି ବୋଲି ତାଙ୍କ ସାନ ପୁଅ ସୂଚନା ଦେଇଛନ୍ତି | ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା |

ଓଡ଼ିଆ ସିନେମା ଜଗତର ବିଶିଷ୍ଟ କଳାକାର ଥିଲେ ସ୍ୱର୍ଗତ ଅଟଳ ବିହାରୀ ପଣ୍ଡା | ସେ ଏକାଧାରରେ ଥିଲେ ଗୀତିକାର, ନାଟ୍ୟକାର, ଥିଏଟରବିତ ଏବଂ ଚଳଚ୍ଚିତ୍ର ଅଭିନେତା | ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଠାରେ ସେ ଜନ୍ମଗ୍ରହଣ କରିଥିଲେ | ସେ ୧୯୪୪ ପରଠାରୁ ନାଟକରେ ଅଭିନୟ ଆରମ୍ଭ କରିଥିଲେସେ | ସମ୍ବଲପୁରୀ ଭାଷାରେ ଶତାଧିକ ନାଟକରେ ଅଭିନୟ କରିବା ସହ ଅନେକ ନାଟକ ରଚନା କରିଥିଲେ | ନିଜର ପ୍ରଥମ ସମ୍ବଲପୁରୀ ଫିଲ୍ମ ‘ଶଲାବୁଢ଼ା’ ରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରି ସେ ଓଡ଼ିଶାର ପ୍ରତି ଘରେ ଘରେ ପରିଚିତ ଥିଲେ | ଆଉ ଏହି ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାତେଇଥିଲେ ସେ | ସ୍ୱର୍ଗତ ପଣ୍ଡା ‘ଶଲାବୁଢ଼ା’ର ସିକ୍ୱେଲ୍‌ ‘ଆଦିମ ବିଚାର’ରେ ମଧ୍ୟ ଅଭିନୟ କରିଥିଲେ | ୨୦୨୦ରେ ‘ଶଲାବୁଢ଼ା’ ସିରିଜ୍‌ର ତୃତୀୟ ଫିଲ୍ମ ‘ଶଲାବୁଢ଼ାର ବଦଲା’ରେ ମଧ୍ୟ ସେ ଅଭିନୟ କରିଥିଲେ | ଆଉଥରେ ‘ଶଲାବୁଢ଼ା’ ଦେଖିବାର ସ୍ୱପ୍ନ ଅଧା ହେଇ ରହିଗଲା |

ସେ ଦୀର୍ଘ ଦିନ ହେବ ମଧୁମେହ ରୋଗରେ ପୀଡିତ ଥିଲେ | ମେ’ ୧୬ ତାରିଖରେ ପତ୍ନୀ ଲଳିତା ପଣ୍ଡାଙ୍କର ଦେହାନ୍ତ ହୋଇଥିଲା | ହଠାତ ଧର୍ମପତ୍ନୀଙ୍କ ଦେହାନ୍ତ ତାଙ୍କୁ ଅଧିକ ରୋଗାକ୍ରାନ୍ତ କରିଦେଇଥିଲା | ମେ’ ୧୯ ତାରିଖରେ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା |

Tags: Atal Bihari Panda
Previous Post

JSPL Barbil Observes World Environment Day

Next Post

Rejig In Trinamool: Abhishek Given More Responsibility In Party

Related Posts

Police Officer
Breaking News

Former Police Officer Sentenced To Four Years In Jail In Graft Case In Keonjhar

September 29, 2023
Vigilance
Breaking News

Anganwadi Supervisor Caught Taking Bribe In Nabarangpur

September 29, 2023
Leopard skin
Breaking News

Leopard Skin Seized, One Detained In Mayurbjanj

September 29, 2023
vigilance
Breaking News

Former Sarpanch Convicted, Sentenced To Two Years In Jail In Graft Case In Sundargarh

September 29, 2023
Breaking News

34 Killed In ‘Suicide’ Blast Near Balochistan Mosque

September 29, 2023
Breaking News

Blast Near Mosque In Balochistan Kills 6, Injures 30

September 29, 2023
agri
OMC
DMF SCHOLARSHIP-2023

Related Posts

Police Officer
Breaking News

Former Police Officer Sentenced To Four Years In Jail In Graft Case In Keonjhar

September 29, 2023
Vigilance
Breaking News

Anganwadi Supervisor Caught Taking Bribe In Nabarangpur

September 29, 2023
Leopard skin
Breaking News

Leopard Skin Seized, One Detained In Mayurbjanj

September 29, 2023
vigilance
Breaking News

Former Sarpanch Convicted, Sentenced To Two Years In Jail In Graft Case In Sundargarh

September 29, 2023
Breaking News

34 Killed In ‘Suicide’ Blast Near Balochistan Mosque

September 29, 2023
Breaking News

Blast Near Mosque In Balochistan Kills 6, Injures 30

September 29, 2023
Next Post

Rejig In Trinamool: Abhishek Given More Responsibility In Party

Covid Deaths Nearing 10K In Kerala, Positivity Rate Below 15%

New, Taxpayer-Friendly E-Filing Portal Of I-T Dept To Be Rolled Out On June 7

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist