Browsing Tag

108 ambulances

ଚଳନ୍ତା ଆମ୍ବୁଲାନ୍ସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତୀଲେ ଚାଳକ ଆଉ ସହକର୍ମୀ

ଭୁବନେଶ୍ୱର: ରୋଗୀଙ୍କୁ ଛାଡି ଫେରୁଥିବା ବେଳେ ଆମ୍ବୁଲାନ୍ସରେ ଲାଗିଲା ନିଆଁ । କେନ୍ଦ୍ରାପଡା ସହର କଜଳା ନିକଟରେ ହଠାତ ୧୦୮ ଆମ୍ବୁଲାନ୍ସରୁ ଧୂଆଁ ବାହାରି ଥିଲା । ଡ୍ରାଇଭର ସିଟ ତଳୁ ଧୂଆଁ ବାହାରୁଥିବା ଦେଖି ସେ ଗାଡିକୁ ରାସ୍ତା ଉପର ରଖି ଅନ୍ୟ ଲୋକଙ୍କୁ ଡାକି ଥିଲେ । ସ୍ଥାନୀୟ ଲୋକେ ପାଣି…