ଆଧାର କାର୍ଡରେ ଲାଗିଥିବା ନିଜର କଳା ଫଟୋକୁ ହଟେଇବେ କେମିତି ? କରନ୍ତୁ ଏହି ସହଜ ଉପାୟ
ଭୁବନେଶ୍ୱର: ଆଜିର ସମୟର ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ ମଧ୍ୟରୁ ଆଧାର କାର୍ଡ ହେଉଛି ଗୋଟିଏ । ସମସ୍ତ ସରକାରୀ ଠାରୁ ଆରମ୍ଭ କରି ବେସରକାରୀ ଅନୁଷ୍ଠାନ ପର୍ଯ୍ୟନ୍ତ ଅନେକ କାର୍ଯ୍ୟରେ ଆଧାର କାର୍ଡ ଆବଶ୍ୟକ । କିନ୍ତୁ ଆମ ମଧ୍ୟରୁ ଅଧିକାଂଶ ଏପରି ଲୋକ ଅଛନ୍ତି ଯେଉଁମାନେ ଆଧାର କାର୍ଡରେ ଥିବା ଫଟୋରେ…