Browsing Tag

Ahmedabad

କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଗୁଜରାଟର ଅହମ୍ମଦାବାଦ କୋଭିଡ ହସ୍ପିଟାଲ ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଗୁରୁବାର ପୂର୍ବାହ୍ନରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି । ଗୁରୁବାର ସକାଳେ…

ଅହମ୍ମଦାବାଦରେ ୩୩୪ କୋଭିଡ୧୯ ‘ସୁପର ସ୍ପ୍ରେଡର୍’

ଏପର୍ଯ୍ୟନ୍ତ ଅହମ୍ମଦାବାଦରେ ୩୩୪ ଟି କରୋନାଭାଇରସ୍ 'ସୁପର-ସ୍ପ୍ରେଡର୍' ମିଳିଛି | ଲକଡାଉନ ପରେ ମେ 15 ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରାଯାଇଛି | ପନିପରିବା ଏବଂ ଖାଦ୍ୟ ସାମଗ୍ରୀଦୋକାନ ବନ୍ଦ ରଖାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି |