ଦୁର୍ଘଟଣାକୁ ନିଜ ଆଖିରେ ଦେଖିଛି, ପ୍ଲେନ ଆସିଲା ଆଉ …. ସିଏସ୍ଏଫ୍ ଜୱାନ୍ ଅଜିତ ସିଂ
ନୂଆଦିଲ୍ଲୀ: କେରଳର କୋଜିକୋଡେ ପ୍ଲେନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୮ ଜଣ ପ୍ରାଣ ହରାଇଛନ୍ତି । ଅନେକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏଥି ସହିତ ବିମାନବନ୍ଦରରେ ନିୟୋଜିତ ହୋଇଥିବା କେନ୍ଦ୍ରୀୟ ଶିଳ୍ପାଞ୍ଚଳ ଯଥା ସିଏସ୍ଏଫ୍ ଜୱାନ୍ ଅଜିତ ସିଂ ଏହି ସମ୍ପୂର୍ଣ୍ଣ ଦୁର୍ଘଟଣା ବିଷୟରେ…