ରାସ୍ତାରେ ଗାଡି ଚଲାଉଥିବା ବେଳେ ଏମିତି ଭୁଲ କରନ୍ତୁ ନାହିଁ, କଟିପାରେ ୧୦ ହଜାର ଟଙ୍କାର ଜରିମାନା
ଭୁବନେଶ୍ୱର: ରାସ୍ତାରେ ଗାଡି ଚଲେଇବା ସମୟରେ ଟ୍ରାଫିକ ନିୟମ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ଟ୍ରାଫିକ୍ ନିୟମ ମାନନ୍ତି ନାହିଁ ତେବେ ଆପଣଙ୍କର ମୋଟା ଅଙ୍କର ଚାଲାଣ କଟିପାରେ। ଆଜି ଆମେ ଆପଣଙ୍କୁ ଏପରି ଏକ ଟ୍ରାଫିକ୍ ନିୟମ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଖୁବ୍…