Browsing Tag

Android

ସାବଧାନ ! ପ୍ଲେ ଷ୍ଟୋରରୁ ୨୫ ଟି ଆପ୍ କୁ ଅପସାରଣ କଲା ଗୁଗୁଲ୍ , ଦେଖି ନିଅନ୍ତୁ ଆପଣଙ୍କ ଫୋନରେ ନାହିଁତ ଏ ସବୁ ଆପ

ନୂଆଦିଲ୍ଲୀ: ସୁରକ୍ଷା କାରଣରୁ ଗୁଗୁଲ୍ ପ୍ଲେ ଷ୍ଟୋରରୁ ୨୫ ଟି ଆପ୍ କୁ ଡିଲିଟ୍ କରିଛି। ଏହି ଆପ୍ସ ବ୍ୟବହାରକାରୀଙ୍କ ଫେସବୁକ ତଥ୍ୟ ଚୋରି କରିଥିବା ଅଭିଯୋଗ ହୋଇଥିଲା। ଏନେଇ କମ୍ପାନୀକୁ ସୂଚନା ଦେଇଛି ଫ୍ରାନ୍ସର ସାଇବର ସିକ୍ୟୁରିଟି ଫାର୍ମ ଇଭିନା। ଖବର ଅନୁଯାୟୀ, ଏହି ଆପଗୁଡ଼ିକ ମଧ୍ୟରୁ…