Browsing Tag

Arjun Kapoor

ଫିଲ୍ମକୁ ଆସିବା ପୂର୍ବରୁ ଏମିତି ଦେଖାଯାଉଥିଲେ ଅର୍ଜୁନ କପୁର, ଜନ୍ମଦିନରେ ସେୟାର କଲେ ପିଲାବେଳର ଫଟୋ

ମୁମ୍ବାଇ: ଆଜି ହେଉଛି ଅଭିନେତା ଅର୍ଜୁନ କପୁର ଜନ୍ମଦିନ । ୧୯୮୫ ଜୁନ୍ ୨୬ ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ଅର୍ଜୁନ କପୁରଙ୍କ ପିତା ହେଉଛନ୍ତି ପ୍ରସିଦ୍ଧ ନିର୍ମାତା ବୋନି କପୁର ଏବଂ ମାତା ସ୍ୱର୍ଗତ ମୋନା କପୁର । ତାଙ୍କ ଭଉଣୀର ନାମ ଅନସୁଲା କପୁର। ତେବେ ଆସନ୍ତୁ ଜାଣିବା ଅର୍ଜୁନଙ୍କ ସହ…