Browsing Tag

ASHA Worker

ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଲା ବୟସ, ୫୭ ବର୍ଷ ବୟସରେ ମେଟ୍ରିକ୍ ପାସ୍ କଲେ ଭଦ୍ରକର ସ୍ଵର୍ଣ୍ଣଲତା

ଭୁବନେଶ୍ୱର : ଦୃଢ ଇଛାଶକ୍ତି ଆଗରେ ହାର ମାନିଲା ବୟସ । ୫୭ ବର୍ଷ ବୟସରେ ମେଟ୍ରିକ୍ ପାସ୍ କଲେ ସ୍ଵର୍ଣ୍ଣଲତା । ଭଦ୍ରକ ଜିଲ୍ଲା ଭଣ୍ଡରୀପୋଖରୀ ବ୍ଲକ୍ କୁରିଗାଁ ପଂଚାୟତ କଣ୍ଟି ଗ୍ରାମର ସ୍ଵର୍ଣ୍ଣଲତା ପତି । ବୟସ ୫୭ ବର୍ଷ, ଦୁଇ ପୁଅ - ଝିଅଙ୍କୁ ନେଇ ତାଙ୍କର ସଂସାର । ସ୍ଵର୍ଣ୍ଣଲତା  ସପ୍ତମ…