Browsing Tag

ATMs

ଏଟିଏମରୁ ଉଠାନ୍ତୁ ଟଙ୍କା, ବର୍ତ୍ତମାନ 5000 ରୁ ଅଧିକ ଟଙ୍କା ଉଠାଇଲେ ପଡିବ ଚାର୍ଜ , ଜାଣନ୍ତୁ ନୂଆ ନିୟମ ?

ନୂଆଦିଲ୍ଲୀ : ଯଦି ଆପଣ ଏକ ସମୟରେ ଏଟିଏମରୁ 5000 ରୁ ଅଧିକ ନଗଦ ଟଙ୍କା ଉଠାଉଛନ୍ତି, ତେବେ ଆପଣଙ୍କୁ ବର୍ତ୍ତମାନ ଏହି ରାଶି ଉପରେ ଅତିରିକ୍ତ ଦେୟ ଦେବାକୁ ପଡିବ । ଆଠ ବର୍ଷ ପରେ, ଆରବିଆଇ ଏଟିଏମରୁ ନଗଦ ଟଙ୍କା ଉଠାଇବା ପାଇଁ ନିୟମ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହୋଇଛି। ଆରବିଆଇର ନୂତନ…