ଅଡୁଆରେ ମାନସ ଦାସ: ନିର୍ଯାତନାର ଶିକାର ପରିବାର କହିଲେ…ସଂଗଠନରେ ସାମିଲ ହେଲେ କରିବାକୁ ପଡେ ଏମିତି
ଭୁବନେଶ୍ୱର: ଖୋର୍ଦ୍ଧା ବେଗୁନିଆ ମାନସ ଦାସ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ଅପରାଧର ଫର୍ଦ୍ଦ ଖୋଲିବାରେ ଲାଗିଛି । ମାନସ ଦାସଙ୍କ ମାନବବାଦ ସଂଗଠନରେ ସାମିଲ ନହୋଇ ଏବେ ଗାଁରୁ ତଡ଼ା ଖାଇଛନ୍ତି ୬ ପରିବାର । ରମେଶ ନାୟକ,ସାଧୁ ନାୟକ,ଡମ୍ବରୁ ପ୍ରଧାନ,ଯୋଗୀ ପ୍ରଧାନ,ସର୍ବେଶ୍ୱର ପ୍ରଧାନ ଏବଂ ଭିମ…