Browsing Tag

Baghpat

ପୋଲିସ ବାବୁଙ୍କ ଦାଢ଼ି ନେଲା ଚାକିରୀ ? ଜାଣନ୍ତୁ ପୂରା ମାମଲା

ବାଗପତ : ଉତ୍ତର ପ୍ରଦେଶ ବାଗପତ ରାମାଲା ଥାନାରେ ନିୟୋଜିତ ସବଇନ୍ସପେକ୍ଟର ଇନ୍ତସାର ଅଲିଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ବିନା ଅନୁମତିରେ ଲମ୍ବା ଦାଢ଼ି ରଖିବା ଅଭିଯୋଗରେ ପୋଲିସ ଅଧିକ୍ଷକ ତାଙ୍କୁ ନିଲମ୍ବିତ କରି ପୋଲିସ ଲାଇନ ପଠାଇ…