Browsing Tag

Bajaj Auto

ଦମ୍‌ଦାର ଲୁକ ସହ ପୁଣି ବଜାରକୁ ଆସିଲା Bajaj Pulsar 180, ଜାଣନ୍ତୁ ଦାମ୍‌ ଆଉ ଫିଚର୍ସ

ଭୁବନେଶ୍ୱର : ବଜାଜ ପଲସର ୧୮୦ ବାଇକ୍ ପୁଣି ଥରେ ବଜାରକୁ ପ୍ରତ୍ୟାବର୍ତ୍ତନ କରିଛି। ବଜାଜ ଅଟୋ କମ୍ପାନୀ ବର୍ତ୍ତମାନ ଏହି ବାଇକକୁ ଭାରତରେ ମଧ୍ୟ ଲଞ୍ଚ କରିଛି। ବର୍ତ୍ତମାନ ଏହି ବାଇକର ମୂଲ୍ୟ ଦିଲ୍ଲୀରେ ୧,୦୭,୯୦୪ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ବାଇକ୍ ରେ ୧୫ ଲିଟର ଟ୍ୟାଙ୍କ ରହିଛି…