Browsing Tag

Baripada District

ଦ୍ଵିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ସରକାରଙ୍କୁ ମାଗିଲେ ଅନୁମତି

ବାରିପଦା :ରଥଯାତ୍ରା ପାଇଁ ଏକ ଅଭିନବ ଉପାୟରେ ରାଜ୍ୟ ସରକାରଙ୍କ ଦୃଷ୍ଠି ଅ।କର୍ଷଣ କଲେ ବାରିପଦାବାସୀ | ହାତରେ ଫ୍ଲା’ କାର୍ଡ ଧରି ଶଂଖ, ଘଣ୍ଟା ବଜାଇ ମାନବ ଶୃଂଖଳ ସୃଷ୍ଟି କରି ସରକାରଙ୍କୁ କଲେ ନିବେଦନ | କରୋନା କଟକଣା ଭିତରେ ପୁରୀ ଭଳି ରାଜ୍ୟର ଦ୍ଵିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା…

ନାବାଳକକୁ ଟାଙ୍ଗିଆରେ ହାଣି ହତ୍ୟା : ୨ ଜଣ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ: ନାବାଳକକୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ | ଛଟପଟ ହୋଇ ଚାଲିଗଲା ଜୀବନ | ଏଭଳି ଲୋମହର୍ଷଣକାରୀ ଓ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଞ୍ଚଳରେ | ସୂଚନା ଅନୁସାରେ, ମୋରଡା ଥାନା ଅନ୍ତର୍ଗତ ମହୁଲବଣୀ ଗାଁରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ | ମୃତକ…

୩ ମାସର ଶିଶୁ କନ୍ୟାକୁ ଛାଡି ଫେରାର ହେଲା ମାଆ

ବାରିପଦା : ଅନ୍ତ ଫାଡ଼ି ଯିଏ ଦୁନିଆର ଆଲୋକ ଦେଖେଇଥିଲା ସେ ଆଜି ପର କରିଦେଲା | ଯିଏ ନଅ ମାସ ଗର୍ଭରେ ଧରି ସାହାରା ଦେଇଥିଲା ସେ ହିଁ ଆଜି ବେସାହାରା କରିଦେଲା | ତିନିମାସର ଶିଶୁକନ୍ୟାକୁ ଛାଡି ଫେରାର ହେଇଗଲା ଜନ୍ମକଲା ମାଆ | ଶିଶୁକନ୍ୟା ଏବେ ଖୋଜୁଛି ତାର ମାଆକୁ | ହୃଦୟ ଥରି ଉଠିଲାଭଳି…