Browsing Tag

Bhubaneswar

ମେ’ ୫ ରୁ ୨୦ ମଧ୍ୟରେ ୪ ଲକ୍ଷ ୬୧ ହଜାରରୁ ଉର୍ଦ୍ଧ୍ୱ ଲୋକେ ‘ଆହାର କେନ୍ଦ୍ର’ ରୁ ଉପକୃତ

ଭୁବନେଶ୍ୱର : ଲକଡାଉନ ସମୟରେ କେତେକଙ୍କ ପାଇଁ ବରଦାନ ପାଲଟିଛି ତ କେତେକଙ୍କ ପାଇଁ ସାହାରା ହେଇଛି 'ଆହାରକେନ୍ଦ୍ର' | ଲୋକଙ୍କ ପାଖରେ କାମଧନ୍ଦା ନାହିଁ ଏପଟେ ପାଖରେ ପଇସା ବି ନାହିଁ ଏଭଳି ସମୟରେ ୫ ଟଙ୍କାରେ ଭାତ ଡାଲମା ଖାଇବାକୁ ଭିଡ ଜମୁଛି ରାଜଧାନୀ ଭୁବନେଶ୍ୱରରେ |କରୋନା ର ଦ୍ଵିତୀୟ…

ରାଜଧାନୀରେ ବିକ୍ରି ହେଉଥିଲା ନକଲି ଲକ୍‌ ଡାଉନ ପାସ୍‌, ୩ ଶହ ଦେଲେ ମିଳୁଥିଲା ପ୍ରେସ କାର୍ଡ

ଭୁବନେଶ୍ୱର : ରାଜଧାନୀରେ ନକଲି ଲକ୍‌ ଡାଉନ ପାସ୍‌ ବିକ୍ରି ଅଭିଯୋଗରେ ଜଣେ ଯୁବକକୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ବିଭିନ୍ନ କମ୍ପାନି ଓ ଗଣମାଧ୍ୟମ ନାଁରେ ଜାଲ୍‌ ପାସ୍‌ ତିଆରି କରୁଥିଲା ଅଭିଯୁକ୍ତ ଜଣକ । ପ୍ରତି ନକଲି ପାସ୍‌କୁ ୨ ଶହରୁ ୩ ଶହ ଟଙ୍କାରେ ବିକୁଥିଲା ଅଭିଯୁକ୍ତ ଜଣକ…

ଯାଜପୁରରେ ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର/ଯାଜପୁର : କରୋନା ସଂକ୍ରମଣ ବୃଦ୍ଧିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ ଓ ଟୀକାକରଣକୁ ପ୍ରାଧାନ୍ୟ ଦେଉଛନ୍ତି | କୋଭିଡ଼ ରୋଗୀଙ୍କ ଚିକିତ୍ସା ପାଇଁ ଯାଜପୁରରେ ଘରୋଇ ସହାୟତାରେ ଏକ ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ ଖୋଲିବା ପାଇଁ ଆଜି…