Browsing Tag

Bikes

ଅଗଷ୍ଟରେ ଲଞ୍ଚ ହେବ ଏସବୁ ଦମଦାର ବାଇକ, ଦାମ ୫୭ ହଜାରରୁ ୧୭ ଲକ୍ଷ

ନୂଆଦିଲ୍ଲୀ: ମହାମାରୀ ସତ୍ୱେ ଜୁଲାଇରେ ଦୁଇ ଚକିଆ ସେଗମେଣ୍ଟ ଯଥେଷ୍ଟ ପୁନରୁଦ୍ଧାର ହୋଇଥିଲା । ବିଶ୍ଳେଷକମାନେ କହିଛନ୍ତି ଯେ ସଂକ୍ରମଣ ଭୟ ହେତୁ ଗ୍ରାହକମାନେ ନିଜ ଗାଡିକୁ ପ୍ରାଥମିକତା ଦେଉଛନ୍ତି, ଯେଉଁ କାରଣରୁ ଦୁଇ ଚକିଆ ସେଗମେଣ୍ଟ ଆସନ୍ତା ମାସରେ ଆହୁରି ଭଲ ଫଳାଫଳ ଦେଖିପାରେ । ଏହି…

କେବେ ଭାବିଛନ୍ତି ? କାର ଏବଂ ବାଇକରେ କେତେ ଟଙ୍କା ରୋଜଗାର କରନ୍ତି କମ୍ପାନୀ ଆଉ ସରକାର

ନୂଆଦିଲ୍ଲୀ: ଗାଡି ବିକ୍ରୟରୁ କମ୍ପାନୀ କେତେ ଲାଭ କରନ୍ତି ସେ ବିଷୟରେ ଆପଣ କେବେ ଚିନ୍ତା କରିଛନ୍ତି କି ? କିମ୍ବା ଗାଡି ବିକ୍ରୟ ଉପରେ ସରକାର କେତେ ଲାଭ କରନ୍ତି ? ତାହା ଜାଣିଛନ୍ତି କି । ତେଣୁ, ଆଜି ଆମେ ଏହି ଦୁଇଟି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛୁ । ବାସ୍ତବରେ, କରୋନା ବିସ୍ତାରକୁ…

ଶସ୍ତାରେ କିଣନ୍ତୁ ଆପଣଙ୍କ ମନପସନ୍ଦର ବାଇକ, ଏଠି ଲକ୍ଷେ ଟଙ୍କିଆ ଗାଡି ମିଳେ ୩୦ ହଜାରରେ

ଦିଲ୍ଲୀ: ଦିଲ୍ଲୀର ସେକେଣ୍ଡ ହ୍ୟାଣ୍ଡ ବାଇକ୍ ବଜାରଗୁଡ଼ିକ କରୋଲ ବାଗ, ସୁଭାଷ ନାଗର, ଲଜପାଟ ନାଗର ଏବଂ ଗୀତା କଲୋନୀରେ ରହିଛି । ଏଠାରେ ଆପଣ ସେକେଣ୍ଡ ହ୍ୟାଣ୍ଡ ସ୍କୁଟି, ସେକେଣ୍ଡ ହ୍ୟାଣ୍ଡ ସ୍ପୋର୍ଟସ ବାଇକ, ସେକେଣ୍ଡ ହ୍ୟାଣ୍ଡ ବୁଲେଟ୍, ପଲସର, ହାର୍ଲି ଡେଭିଡସନ୍ ସହିତ ସମସ୍ତ ବ୍ରାଣ୍ଡର…

ଗ୍ରାହକଙ୍କ ପାଇଁ ସୁଜୁକି ମୋଟରସାଇକେଲର ନୂଆ ପ୍ଲାନ, ଏଣିକି ଘରେ ପହଞ୍ଚିବ ଗାଡି

ଅନଲାଇନ୍ ଗାଡି ବିକିବାର ଏକ ନୂତନ ଧାରା ତଥା ନୂତନ ଗ୍ରାହକଙ୍କୁ ଯୋଡି ରଖିବା ପାଇଁ ସୁଜୁକି ହୋମ ଡେଲିଭରିପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ କରିବାକୁ ଯାଉଛି l

ଭାରତୀୟ ବଜାରରେ ପ୍ରବେଶ କଲା BMW ର ଏହି ଦୁଇ ଶକ୍ତିଶାଳୀ ବାଇକ, ଜାଣନ୍ତୁ ଦାମ କେତେ ?

ଭାରତର ସର୍ବୋତ୍ତମ କାର ପାଇଁ ବେଶ ଜଣାଶୁଣା ବିଏମଡବ୍ଲୁ l କିନ୍ତୁ ବର୍ତ୍ତମାନ ଭାରତୀୟ ବଜାରରେ ଏହି ଦୁଇଟି ଶକ୍ତିଶାଳୀ ବାଇକକୁ ଲଞ୍ଚ କରିଛି କମ୍ପାନୀ l

ଲକ ଡାଉନ ପରେ ଗ୍ରାହକଙ୍କୁ ଆକୃଷ୍ଟ ପାଇଁ କଣ ଯୋଜନା କରୁଛନ୍ତି ଗାଡି କମ୍ପାନୀ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ପ୍ରକାର ଗାଡି କମ୍ପାନୀର ସୋରୁମ ରହିଛି l ମାର୍କେଟରେ ପ୍ରତିଦିନ ବିଭିନ୍ନ କମ୍ପାନୀ ଗାଡି ବିକ୍ରି ହୋଇଥାଏ ଆଉ କୋଟି କୋଟି ଟଙ୍କା ବ୍ୟବସାୟ କରିଥାନ୍ତି ଏହି କମ୍ପାନୀମାନେ l ଦେଶ ବିଦେଶରୁ ଗାଡି ଆସି ବିକ୍ରି ହୋଇଥାଏ ଆମ ରାଜ୍ୟରେ l

ଓଡିଶାରେ ମିଳିବ ନାମିଦାମି କମ୍ପାନୀର ୧ଲକ୍ଷ ଟଙ୍କାରେ ବାଇକ

ଭଲ ବାଇକଟେ କିଣିବାକୁ କାହାର ବା ସଉକ ନଥାଏ । କିନ୍ତୁ ଠିକ ସେତିକିବେଳେ ବାଧକ ସାଜେ ଅର୍ଥ । ଜଣେ ମଧ୍ୟବିତ୍ତ ଶ୍ରେଣୀର ଲୋକ ପାଖରେ ସଉଖିନିଆ ବାଇଟେ କିଣିବା ବହୁତ କଷ୍ଟକର ହୋଇଥାଏ ।