Browsing Tag

british

ସାଂସଦଙ୍କ ପାଇଁ ଡ୍ରେସ କୋଡ୍ ! ଜିନ୍ସ,ଟି-ସାର୍ଟ କିମ୍ବା ଟପ୍ ପିନ୍ଧି ସଂସଦକୁ ଆସିପାରିବେ ନାହିଁ ସାଂସଦ

ଭୁବନେଶ୍ୱର : ବ୍ରିଟିଶ ସାଂସଦଙ୍କ ପାଇଁ ଡ୍ରେସ କୋଡ୍ ଲାଗୁ କରାଯାଇଛି। ସାଂସଦମାନେ ଜିନ୍ସ, ସ୍ପୋର୍ଟ୍ସ ପୋଷାକ, ଟି-ସାର୍ଟ କିମ୍ବା ସ୍ଲିଭଲେସ୍ ଟପ୍ ପିନ୍ଧି ସଂସଦକୁ ଆସିପାରିବେ ନାହିଁ। କେବଳ ଏତିକି ନୁହେଁ, କରତାଳି ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି । ଜି ନ୍ୟୁଜରେ ପ୍ରକାଶ…