Browsing Tag

Bronze medal

ଚର୍ଚ୍ଚାରେ ଭାରତୀୟ ପୁରୁଷ ହକି ଟିମ୍‌ର ଗୋଲ କିପର ଶ୍ରୀଜେଶ, ଦଳକୁ ପଦକ ଦେବାରେ ତାଙ୍କର ଭୂମିକା ଅତୁଳନୀୟ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଶ୍ରୀଜେଶଙ୍କ ଗୋଲକିପିଂ ପ୍ରଶଂସନୀୟ। ଜର୍ମାନୀର ୯ରୁ ଅଧିକ ଗୋଲକୁ ଅଟକାଇବା ସହ ଦଳକୁ ବିଜୟ ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଶ୍ରୀଜେଶ । ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ପାଇଁ ଜର୍ମାନୀ ସହିତ…

୪୧ ବର୍ଷ ପରେ ପଦକ, ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ହରାଇ ବ୍ରୋଞ୍ଜ ହାତେଇଲା ଭାରତୀୟ ପୁରୁଷ ହକି ଦଳ

ଭୁବନେଶ୍ୱର: ଚମତ୍କାର ପ୍ରଦର୍ଶନ କରି ଭାରତୀୟ ପୁରୁଷ ହକି ଦଳ ଜର୍ମାନୀକୁ ୫ -୪ ଗୋଲର ପରାସ୍ତ କରି ବ୍ରୋଞ୍ଜ ପଦକ ହାତେଇଛି। ୪୧ ବର୍ଷ ପରେ ଭାରତ ଅଲିମ୍ପିକ୍ସରେ ପଦକ ଜିତିଛି । ଏହାପୂର୍ବରୁ ଭାରତ ବାସୁଦେବନ ଭାସ୍କରନଙ୍କ ଅଧିନାୟକତ୍ୱରେ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ…