Browsing Tag

Bullets

ଏଣିକି ବୁଲେଟ କିଣିବା ହେବ ଆପଣଙ୍କ ପାଇଁ ସହଜ, ଲକ ଡାଉନ ପାଇଁ ରୟାଲ୍ ଏନଫିଲ୍ଲଡର ଜବରଦସ୍ତ ଅଫର

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ରୟାଲ୍ ଏନଫିଲ୍ଲଡ ଯୋଜନା କରୁଛି । ୧୫ ହଜାର ଡାଉନ୍ ପେମେଣ୍ଟ୍ ସହିତ ରୟାଲ୍ ଏନଫିଲ୍ଲଡ ବୁଲେଟ୍ ଏବଂ ୨୦ ହଜାର ଟଙ୍କା ଡାଉନ୍ ପେମେଣ୍ଟରେ କ୍ଲାସିକ୍ 350 କୁ ଅତି ସହଜରେ କ୍ରୟ କରିପାରିବେ ଗ୍ରାହକ।