Browsing Tag

burnt alive

ଖୋର୍ଦ୍ଧା ବାଣପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା , ଜିଅନ୍ତା ଜଳିଗଲେ ଟ୍ରକ ଡ୍ରାଇଭର

ଭୁବନେଶ୍ୱର: ଜିଅନ୍ତା ଜଳିଗଲେ ଟ୍ରକ ଡ୍ରାଇଭର । ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ୧୬ ନଂ ଜାତୀୟ ରାଜପଥରେ । ହରିକୁଣ୍ଡ ବରଡି ଛକ ନିକଟରେ ସକାଳ ପ୍ରାୟ ୭ ଟା ସମୟରେ ଅଟକି ରହିଥିବା ଟ୍ରକ ପଛରେ ପିଟିହୋଇଥିଲା ଆଉ ଏକ ଟ୍ରଲର । ଫଳରେ…