Browsing Tag

Bus

ବସ୍ ରେ ଦିଲ୍ଲୀ ରୁ ଲଣ୍ଡନ ! ୭୦ ଦିନ ରେ ୧୮ ଟି ଦେଶ, ବସ୍ ରେ ଯାତ୍ରୀ ପାଇବେ ଏହି ସବୁ ସେବା

ଭୁବନେଶ୍ୱର : ବୁଲିବାକୁ କିଏ ଭଲ ନ ପାଏ । କିଏ ବସ୍, ଟ୍ରେନ୍, ଆଉ କିଏ କାର୍ ରେ ନିଜ ମନପସନ୍ଦ ସ୍ଥାନକୁ ବୁଲିବାକୁ ଯାଇଥାନ୍ତି , କିନ୍ତୁ ଦୂର ଦେଶକୁ ଯାତ୍ରା କରିବା ପାଇଁ ବିମାନ ହେଉଛି ସବୁଠାରୁ ସୁବିଧାଜନକ ଉପାୟ। ଯଦି କୁହାଯାଏ ଯେ ଆପଣ ବସ୍ ଯୋଗେ ଭାରତରୁ ୟୁରୋପକୁ ଯାତ୍ରା କରିପାରିବେ,…

ଜାଣିଛନ୍ତି, ସ୍କୁଲ ବସର ରଙ୍ଗ ହଳଦିଆ କାହିଁକି ? ଯଦି ଜାଣିନାହାନ୍ତି ତେବେ ଏବେ ଜାଣିନିଅନ୍ତୁ

ନୂଆଦିଲ୍ଲୀ: ଆପଣ ଅନେକ ସ୍କୁଲ ବସ୍ ଦେଖିଥିବେ । ହେଲେ ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ସମସ୍ତ ସ୍କୁଲ ବସ୍ ହଳଦିଆ କାହିଁକି ? ନାଲି, ସବୁଜ କିମ୍ବା ନୀଳ କାହିଁକି ନୁହେଁ ? ଯଦି ଆପଣ ଏହା ଜାଣି ନାହାଁନ୍ତି, ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହା ସ୍କୁଲ ବସ୍ ର ରଙ୍ଗ ହଳଦିଆ କାହିଁକି ?…

କାଲିଠୁ ରାଜ୍ୟବ୍ୟାପୀ ଚାଲିବ ଘରୋଇ ବସ୍‌

ଆସନ୍ତାକାଲି ଅର୍ଥାତ ଗୁରୁବାର ଠାରୁ ସାରା ରାଜ୍ୟରେ ଘରୋଇ ବସ ଚଳାଚଳ କରିବ । ବୁଧବାର ଘରୋଇ ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ଖୋଲିବ ମଦ ଦୋକାନ ଚାଲିବ ବସ

ମଦ ଦୋକାନ ଓ ପାନ ଦୋକାନ l ଚାଲିବ ବସ ଆଉ କ୍ୟାବ l ବସ ମାଲିକ କେବଳ 50 ପ୍ରତିଶତ ଯାତ୍ରୀଙ୍କୁ ହିଁ ନେବା ଆଣିବା କରି ପାରିବେ l ସେହିପରି କ୍ୟାବରେ ଚାଲାକଙ୍କ ସହ ଜଣେ ମାତ୍ର ଯାତ୍ରୀ ଯାଇପାରିବେ l