Browsing Tag

Car

ଭୁଲରେ ପେଟ୍ରୋଲ କାର୍ ରେ ଡିଜେଲ ଭରିଦେଲେ କଣ ହେବ ? ତୁରନ୍ତ କରନ୍ତୁ ଏମିତି …

ଭୁବନେଶ୍ୱର: ଯଦି ଆପଣ ଏକ ପେଟ୍ରୋଲ କାର ବ୍ୟବହାର କରୁଛନ୍ତି କିନ୍ତୁ ଭୁଲରେ ପେଟ୍ରୋଲ ପମ୍ପର କର୍ମଚାରୀ ତୁମ କାରରେ ପେଟ୍ରୋଲ ବଦଳରେ ଡିଜେଲ ଭରିଦେଲା, ତେବେ କ’ଣ ହେବ ? କିମ୍ବା ଆପଣ ଏକ ଡିଜେଲ କାର ବ୍ୟବହାର କରୁଛନ୍ତି, କିନ୍ତୁ ପେଟ୍ରୋଲ ପମ୍ପ ଡିଜେଲ ବଦଳରେ ଆପଣଙ୍କ କାରରେ ପେଟ୍ରୋଲ…

ଟଙ୍କା ଭର୍ତ୍ତି ଅଖା ଧରି କାର ଶୋ’ରୁମରେ ପହଞ୍ଚିଗଲେ ଜଣେ ବ୍ୟକ୍ତି, ଟଙ୍କା ଗଣି ଗଣି କର୍ମଚାରୀ ବେହାଲ

ଭୁବନେଶ୍ୱର: ଟଙ୍କା ଦେଖି ଆଶ୍ଚର୍ଯ୍ୟ-ଚକିତ ହୋଇଗଲେ କାର ଶୋ’ରୁମରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ। ୧୦୦ କି ହଜାରେ ନୁହେଁ ...୬ ଲକ୍ଷର ୧୦ ଟଙ୍କିଆ କଏନ । ତାକୁ ପୁଣି ଗୋଟିଏ ଅଖାରେ ଭର୍ତ୍ତି କରି ଶୋ’ରୁମରେ ପହଞ୍ଚିଥିଲେ ତାମିଲନାଡୁର ଜଣେ ବ୍ୟକ୍ତି । ତାମିଲନାଡୁର ଭେଟ୍ରିଭେଲ…

ଏ ହେଉଛି ସବୁଠାରୁ ଶସ୍ତା ସନ୍ରୁଫ୍ କାର୍, ଦେଖନ୍ତୁ ଆପଣଙ୍କ ବଜେଟରେ କେଉଁଟା ଫିଟ୍

ଭୁବନେଶ୍ୱର: ଯଦି ଆପଣ ଏକ ଶସ୍ତା ସନ୍ରୁଫ୍ ଥିବା କାର୍ ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ । ଭାରତୀୟ ବଜାରରେ ଏମିତି କିଛି କାର ଅଛି, ଯାହାକି କମ୍ ମୂଲ୍ୟରେ ସନ୍ରୁଫ୍ ପ୍ରଦାନ କରେ । ତେବେ ଆପଣଙ୍କ ପାଇଁ କେଉଁଟା ବେଷ୍ଟ ତାହା ଥରେ ଚେକ କରିନିଅନ୍ତୁ । Ford EcoSport ଫୋର୍ଡ…

ଉପାୟଶୂନ୍ୟ ହୋଇ ବାପାଙ୍କ ମୃତ ଦେହକୁ ଏମିତି ସ୍ମଶାନ ନେଲା ପୁଅ ,ଭାବୁକ ହେଲେ ଲୋକେ

ଭୁବନେଶ୍ୱର: ଦେଶରେ କରୋନାର ବିପଦ ଏତେ ବଢିଯାଇଛି ଯେ ଦିନକୁ ଦିନ ଚକିତ ଖବର ସାମ୍ନାକୁ ଆସୁଛି | ଲୋକମାନେ ନିଜ ପ୍ରିୟଜନଙ୍କ ଶବକୁ ଦାହ କରିବାକୁ ସ୍ଥାନ ମଧ୍ୟ ପାଇପାରୁନାହାନ୍ତି । ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହେବା ପରେ ଶେଷରେ ମୃତଦେହକୁ ଜଳାଯାଉଛି। କେବଳ ଏତିକି ନୁହେଁ, ଏହି ମହାମାରୀ…

କାର ଚାଳକ ହୋଇଯାଆନ୍ତୁ ସାବଧାନ ! HSRP ନ ଥିଲେ କଟିବ ୫୫୦୦ ଚାଲାଣ

ଭୁବନେଶ୍ୱର : ଯଦି ଆପଣ ଉତ୍ତରପ୍ରଦେଶର ନୋଏଡାରେ ରୁହନ୍ତି ଏବଂ ଏପର୍ଯ୍ୟନ୍ତ ଆପଣଙ୍କ କାର କିମ୍ବା ଦୁଇ ଚକିଆ ଯାନରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ (HSRP) ସ୍ଥାପନ କରିନାହାଁନ୍ତି, ତେବେ ଆପଣଙ୍କୁ ପଡିପାରେ ମହଙ୍ଗା । ପକେଟରୁ କଟି ପାରେ ମୋଟା ଅଙ୍କର ଜରିମାନା । ଗୌତମ ବୁଦ୍ଧ ନଗର…

ଆପଣ ସୋରୁମ ରୁ ଗାଡି ନକିଣି ଘରକୁ ଆଣିପାରିବେ ମାରୁତିର ନୂଆ ଗାଡି, ଭଡା ରେ ଦେଉଛି କମ୍ପାନୀ ।

ଯଦି ଆପଣ କେବେ ମୁମ୍ବାଇ, ଚେନ୍ନାଇ, ଅହମ୍ମଦାବାଦ କିମ୍ବା ଗାନ୍ଧିନଗରରେ ରୁହନ୍ତି, ତେବେ ଆପଣ ନୂଆଗାଡି ନକିଣି ଏକ ନୂଆ ମାରୁତି ସୁଜୁକି କାର ସହିତ ଚଲାଇ ପାରିବେ । ଏଥିପାଇଁ ଆପଣଙ୍କୁ କେବଳ ମାସିକ ସବସ୍କ୍ରିପସନ୍ ଚାର୍ଜ ଦେବାକୁ ପଡିବ । ତାହା ହେଉଛି, ଏହି ଯୋଜନା ଅଧୀନରେ, ଆପଣ ମାରୁତି…