Browsing Tag

Chief Minister

କିଏ ଏହି ପୂଜା-ସାଇ ? ଯାହାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର : ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି ପୂଜା ଆଉ ସାଇ । କଳାହାଣ୍ଡି ଭବାନୀ ପାଟଣାରେ ଥିବା ସରକାରୀ ଆଇଟିଆଇର ଦୁଇ ଛାତ୍ରଛାତ୍ରୀ ସର୍ବ ଭାରତୀୟ ଟ୍ରେଡ଼ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ପୂଜା ମହାର ଓ ସାଇ ଚରଣ ଦାସ । ଏହି ସଫଳତା ପାଇଁ ଦୁଇଜଣଙ୍କୁ…