Browsing Tag

Chief Minister Mamata Banerjee

ଲଗାତାର ତୃତୀୟ ଥର ପାଇଁ ବଙ୍ଗର କ୍ଷମତା ସିଂହାସନରେ ମମତା

କୋଲକାତା : ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜୀ | ମମତାଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଜଗଦୀପ ଧନଖଡ | ପୁଣିଥରେ ପଶ୍ଚିମବଙ୍ଗରେ ସରକାର ଗଢିଛି ଟିଏମସି | ପଶ୍ଚିମବଙ୍ଗରେ ଲଗାତାର ହ୍ୟାଟ୍ରିକ ମାରି ମୁଖ୍ୟମନ୍ତ୍ରୀ ସିଂହାସନ ଅଳଙ୍କୃତ…