Browsing Tag

CM Mamata Banerjee

୨୯୧ ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା ତୃଣମୂଳ କଂଗ୍ରେସ

କୋଲକାତା : ପଶ୍ଚିମବଙ୍ଗର ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବେ ମମତା | ୨୯୧ ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା ତୃଣମୂଳ କଂଗ୍ରେସ | ୫ ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ଯେଉଁ ଉସ୍ମତା ଦେଖାଦେଇଛି ତାମଧ୍ୟରେ ସମସ୍ତଙ୍କ ନଜର ରହିଛି ପଶ୍ଚିମବଙ୍ଗ ରାଜ୍ୟ ଉପରେ | ଏଥର ପଶ୍ଚିମବଙ୍ଗରେ ହେବ…