Browsing Tag

Cobra Snake

ଦାଉ ସାଜିଲା ଦଇବ : ବାପା ପରେ ଆରପାରିକୁ ଚାଲିଗଲା ମା,କିଏ ବୁଝିବ ଦୁଇ ପିଲାଙ୍କ ଦୁଃଖ

ଭୁବନେଶ୍ୱର : ବାପା ପରେ ମାକୁ ଛଡେଇନେଲା ଦଇବ । ବାପା ମା ଛେଉଣ୍ଡ ହୋଇଗଲେ ଦୁଇ ପିଲା ।ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ବଡ଼ପୋଖରୀ ପଂଚାୟତ ଦୁର୍ଗାପୁର ଗ୍ରାମରେ । ସାପ କାମୁଡ଼ାରେ ସୂର୍ଯ୍ୟ ସିଂହଙ୍କ ଝିଅ ରାଧାଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା…

ଭଦ୍ରକରେ ଚାଞ୍ଚଲ୍ୟ, ଗୋଟିଏ ଘରୁ ବାହାରିଲା ଏତେ ସାପ ଯେ, ଲୋକେ ଆତଙ୍କିତ

ଭଦ୍ରକ: ଭଦ୍ରକରେ ପୁଣି ଉଧାର ହେଲେ ନାଗ ସାପ l ଘରୁ ବାହାରିଲେ ଗୋଟେ ନୁହେ କି ଦୁଇଟି ନୁହେଁ ଏକା ଥରକେ 20 ଟି ନାଗ ସାପ ମାଆ ଏବଂ ଛୁଆ l ସାପ ଧରାଳି ଟିମ ଦ୍ୱାରା ଉଧାର ହେଲେ ଏହି ସବୁ ନାଗ ଛୁଆ l ଭୟରେ ପରିବାର ଲୋକେ ଏବଂ ସ୍ଥାନୀୟ ବାସିନ୍ଦା l ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା…