Browsing Tag

Commissionrate Police

ସଟର ଟେକି କରୁଥିଲେ ଖୁଲମ ଖୁଲା ବେପାର, ପହଞ୍ଚିଥିଲା ପୋଲିସ ଆଉ ତା’ପରେ..

ଭୁବନେଶ୍ୱର : ଝାରପଡା ଛକରେ ଥିବା 'ସଗୁନ ଲୁଗା ଦୋକାନ'ରେ ପୋଲିସର ଚଢାଉ | ଫାଇନ କାଟିଲେ ୫ ହଜାର, ଦୋକାନ ମାଲିକଙ୍କ ସହ ଗ୍ରାହକ ଅଟକ | ଲକଡାଉନରେ ସଟର ଟେକି ବିକୁଥିଲେ ଲୁଗା | ମିଳିଥିବା ସୂଚନା ମୁତାବିକ, ଆଜି ଭୁବନେଶ୍ୱର ଝାରପଡା ଛକରେ ଥିବା ସଗୁନ ଲୁଗା ଦୋକାନର ମାଲିକ ଓ…

ଲୁଟେରାଂକୁ ସାବାଡ଼ ପାଇଁ ଜାରି ହେଲା ହ୍ୱାଟ୍‌ସଆପ୍‌ ନମ୍ବର

ଭୁବନେଶ୍ୱର : ଛିନତାଇ ରୋକିବାକୁ କମିଶନେରେଟ୍ ପୁଲିସ ନେଲେ ପଦକ୍ଷେପ | ଅପରାଧ କିମ୍ବା କୌଣସି ଅଘଟଣ ଘଟିଲେ ହ୍ୱାଟ୍‌ସଆପ୍‌ ରେ କରିପାରିବେ ଅଭିଯୋଗ | ରାଜଧାନୀର ଅନେକ ଅଂଚଳରେ ଘଟୁଥିବା ଛିନତାଇ ପ୍ରଭୃତି ଅପରାଧିକ ମାମଲାକୁ ନିୟନ୍ତ୍ରଣ ପାଇଁ କମିଶନେରେଟ୍ ପୁଲିସ ଏକ ହ୍ୱାଟ୍‌ସଆପ୍‌…

ମହାନତା ଦେଖାଇଲେ ଟ୍ରାଫିକ ପୋଲିସ, କଲେ କିଛି ଏମିତି ।

ରାଜଧାନୀରେ ପୁଣି ୨ଜଣ ଟ୍ରାଫିକ୍‌ କନେଷ୍ଟବଲଙ୍କ ସହୃଦୟତା ବେଶ୍‌ ଆଲୋଚନାର ବିଷୟ ହୋଇଛି । ଟ୍ରାଫିକ ନିୟନ୍ତ୍ରଣ ଡ୍ୟୁଟି ସମୟରେ ଜଣେ କ୍ଷୁଦ୍ର ପରିବା ବେପାରୀଙ୍କୁ କ୍ଷତିରୁ ବଞ୍ଚାଇ ପ୍ରଶଂସାର ପାତ୍ର ହୋଇଛନ୍ତି । ହଠାତ୍‌ ରାସ୍ତାରେ ବୋଝ ସହ ପଡିଯାଇଥିଲେ ବ୍ୟବସାୟୀଜଣଙ୍କ , ରାସ୍ତା ସାରା…