Browsing Tag

corona

ମେ ୧୭ ଯାଏଁ ବାହାଘର ଉପରେ ଲାଗିଲା ପ୍ରତିବନ୍ଧକ,ନିୟମ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଭୋପାଳରେ ଦିନକୁ ଦିନ କରୋନା ସଂକ୍ରାମଣଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟରେ ଲକ ଡାଉନ୍ ଅବଧିକୁ ମେ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ପରିପ୍ରେକ୍ଷୀରେ ଭୋପାଳ କଲେକ୍ଟର ଏକ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶରେ ଏହା ମଧ୍ୟ କୁହାଯାଇଛି ଯେ ଯେଉଁମାନେ ଲକଡାଉନ୍ ନିୟମ…

ଯଦି ଆପଙ୍କ ପାଖେ ଅଛି ଏହି କାର୍ଡ, ତେବେ ସରକାର ଆପଣଙ୍କୁ ଦେବେ ୪ ହଜାର ଟଙ୍କା

ଭୁବନେଶ୍ୱର : ଯଦି ଆପଣଙ୍କ ପାଖେ ରାସନ କାର୍ଡ ଅଛି, ତେବେ ଆପଣଙ୍କୁ ରାଜ୍ୟ ସରକାରଙ୍କ ଠାରୁ ୪୦୦୦ ଟଙ୍କା ନଗଦ ମିଳିବ । ତାମିଲନାଡୁ ସରକାର ଏନେଇ ଘୋଷଣା କରିଛନ୍ତି। ବାସ୍ତବରେ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଏମ.କେ ଷ୍ଟାଲିନ ପ୍ରତ୍ୟେକ ପରିବାରକୁ ୪୦୦୦…

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ନିର୍ଦ୍ଦେଶାବଳୀ, ଏଣିକି ଚିକିତ୍ସା ପାଇଁ ଆଵଶ୍ୟକତା ନାହିଁ କରୋନା ରିପୋର୍ଟ !

ଭୁବନେଶ୍ୱର: କରୋନା ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିୟମରେ ଅନେକ ପରିବର୍ତ୍ତନ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, କରୋନା ଚିକିତ୍ସା ପାଇଁ COVID ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା…

ସଂସ୍ଥା ଦେବ କର୍ମଚାରୀଙ୍କ ତାଲିକା , ପରିଚୟ ପତ୍ର ସହ ଅଥରାଇଜେସନ ଲେଟର ଦେଖାଇବେ କର୍ମଚାରୀ

ଭୁବନେଶ୍ୱର : କରୋନା ସଂକ୍ରମଙ୍କୁ ଦୃଷ୍ଟିରେ ରଖି ରାଜ୍ୟରେ ୧୪ ଦିନିଆ ଲକ୍‌ ଡ଼ାଉନ୍ ସାଙ୍ଗଙ୍କୁ ସପ୍ତାହନ୍ତ ସଟ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଭଳି ସ୍ଥିତିରେ ସରକାର କେବଳ ଜରୁରୀ ସେବା ଯୋଗାଉଥିବା କର୍ମଚାରୀ,ଅଧିକାରୀ ଏବଂ କରୋନା ଯୋଦ୍ଧା ମାନଙ୍କ ଯାତାୟାତକୁ କଟକଣା ମୁକ୍ତ…

ଦେଶରେ କେବେ ପିକ୍ ନେବ କରୋନା,କେବେ ମିଳିବ ଆଶ୍ଵସ୍ତି , ଉତ୍ତର ରଖିଲେ ବୈଜ୍ଞାନିକ

ଭୁବନେଶ୍ୱର : କରୋନା ସଂକ୍ରମଣରେ ଅନେକ ଲୋକ ମୃତ୍ୟୁ ବରଣ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଦଳ ମଧ୍ୟ ପ୍ରମାଣ କରିଛନ୍ତି ଯେ ଏପ୍ରିଲରେ ଦେଶରେ କରୋନା ଶିଖରରେ ରହିବ। ଦେଶର ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ବର୍ତ୍ତମାନ ବୈଜ୍ଞାନିକମାନେ କହିଛନ୍ତି ଯେ…

ମେ’ ୧୫ ତାରିଖ ଯାଏଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା

ପୁରୀ : ମହାପ୍ରଭୁଙ୍କ ଦର୍ଶନ ଉପରେ ଲାଗିଲା ରୋକ | ମେ' ୧୫ ତାରିଖ ଯାଏଁ ବନ୍ଦ ରହିବ ଜଗା ଦର୍ଶନ | ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି | ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକ ବସିଥିଲା | କୌଣସି ବାଧାବିଘ୍ନ ବିନା ଠିକ ଭାବେ…

କରୋନା ରୁ ସୁସ୍ଥ ହୋଇ ଫେରିଥିବା ଲୋକଙ୍କୁ ଅଧିକ ବିପଦ,ଗୋଟିଏ ଭୁଲ ନେଇପାରେ ଆପଣଙ୍କ ଜୀବନ

ଭୁବନେଶ୍ୱର: ଯଦିଓ ଆପଣ କରୋନାଭାଇରସରୁ ଆରୋଗ୍ୟ ହୋଇଥା’ନ୍ତି, ତେବେ ଆଗାମୀ ୬ ମାସ ଆପଣଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ସାମାନ୍ୟ ଅବହେଳା ଆପଣଙ୍କ ଜୀବନ ମଧ୍ୟ ନେଇପାରେ। ନେଚର ମାଗାଜିନରେ ପ୍ରକାଶିତ ଏକ ଅନୁସନ୍ଧାନ ରିପୋର୍ଟରେ ଏନେଇ ଦାବି କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ ଆଗାମୀ…