Browsing Tag

COVID-19 vaccine

କରୋନା ଭ୍ୟାକ୍ସିନ୍ ପରେ ଏମିତି ହେଲେ ପଞ୍ଜାବି କଳାକାର ଗୁରଦୀପ ,ସୋସିଆଲ ମିଡିଆରେ ଭାଇରଲ ଭିଡିଓ

ଭୁବନେଶ୍ୱର : କରୋନା ଟିକା ସମସ୍ତଙ୍କ ଭିତରେ ଆଶା ଏବଂ ଖୁସିର ଲହରୀ ଖେଳାଇ ଦେଇଛି । ଲୋକେ ଏବେ ଖୁସିରେ କରୋନା ନେବାରେ ଲାଗିଛନ୍ତି । ଏହାରି ମଧ୍ୟରେ କାନାଡାର ଲୋକପ୍ରିୟ ସଂଗୀତ କଳାକାର ଗୁରୁଦୀପ ପଂଢେରଙ୍କ ଭାଙ୍ଗଡା ଡ୍ୟାନ୍ସର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…