ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା | କୋଭିଡ ମୃତକଙ୍କ ପରିବାରକୁ ୫୦ ହଜାର ଲେଖାଏଁ ସହାୟତା
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା | କୋଭିଡ ମୃତକଙ୍କ ପରିବାରକୁ ୫୦ ହଜାର ଲେଖାଏଁ ସହାୟତା ରାଶି | ରାସନ କାର୍ଡ ଥାଉ ବା ନଥାଉ ସମସ୍ତ ଗରିବ ପରିବାରକୁ ୧୦ କିଲୋ ରାସନ ପ୍ରଦାନ |
ଦେଶରେ କରୋନା ସଂକ୍ରମଣ ର ହାର କମିବା ସତ୍ୱେ ମୃତ୍ୟୁ ସଂଖ୍ୟା କମିବାର ନା ଧରୁନି,…