Browsing Tag

Covid hospital

ଭବାନୀପାଟଣାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ ହସ୍‌ପିଟାଲ ଉଦ୍‌ଘାଟିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡିର ଭବାନୀପାଟଣା ଠାରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ଏକ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ଉଦ୍‌ଘାଟନ କରିଛନ୍ତି। ଏଥିରେ ୧୬ଟି ICU ଓ ୧୬ଟି HDU ଶଯ୍ୟା ସହିତ ଏକ ସ୍ବତନ୍ତ୍ର…

ଆସିବାକୁ ପଡ଼ିବନି ହସ୍ପିଟାଲ ,ଘରେ ବସି ପାଇପାରିବେ ଏ ସବୁ ସେବା …ଏମ୍ସ ପକ୍ଷରୁ ଜାରି ହେଲା ହେଲ୍ପ ଲାଇନ ନମ୍ବର

ଭୁବନେଶ୍ୱର : ସାମ୍ପ୍ରତିକ କୋଭିଡ ମହାମାରୀ କାରଣରୁ ସାଧାରଣ ଜନତା ଡାକ୍ତରଖାନା ମାନଙ୍କରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏମ୍ସ ପକ୍ଷରୁ ଜନସାଧାରଣଙ୍କ ପାଇଁ ୪ ଟି ସେବା ଆରମ୍ଭ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସର ଅଧିକ୍ଷକ…

AC ରୁ ବ୍ୟାପୁଛି କରୋନା ? ସରକାର ଜାରି କଲେ ନୂଆ ଆଡ଼ଭାଇଜରୀ

ଭୁବନେଶ୍ୱର: କରୋନା ମହାମାରୀକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ନୂଆ ଆଡ଼ଭାଇଜରୀ ଜାରି କରିଛନ୍ତି। ଯେଉଁଥିରେ କୁହାଯାଇଛି ଯେ କରୋନା ରୋଗୀ କାଶ କିମ୍ବା ଛିଙ୍କରୁ ବାହାରୁଥିବା ଏରୋସୋଲ ବାୟୁରେ ୧୦ ମିଟର ପର୍ଯ୍ୟନ୍ତ ଯାଇପାରେ। ଏଭଳି ପରିସ୍ଥିତିରେ ସରକାର ଲୋକଙ୍କୁ ବନ୍ଦ କୋଠରୀ ବଦଳରେ…

କରୋନା କବଳରେ ସେଲିବ୍ରେଟି, ମେଡିକାଲରେ ଭର୍ତ୍ତି ହେଲେ ଗାୟିକା ତପୁ ମିଶ୍ର

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଓଲିଉଡରୁ ଆସିଛି ଏକ ଦୁଃଖଦ ଖବର । ମେଡିକାଲରେ ଭର୍ତ୍ତି ହେଲେ ଓଡିଆ ଗାୟିକା ତପୁ ମିଶ୍ର । ଅସୁସ୍ଥତା କାରଣରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି । ସେ କିଛିଦିନ ତଳେ କରୋନା ପଜିଟିଭ ବାହାରିବା ପରେ…