Browsing Tag

Covid hospital

କରୋନା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖିପାରିବେ ପରିବାର ଲୋକେ, ଏହି ହସ୍ପିଟାଲେ ଆରମ୍ଭ ହେଲା ଭିଡିଓ କଲ ସୁବିଧା

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନାଭାଇରସ୍ ସଂକ୍ରମଣ ମାମଲା ଲୋକଙ୍କ ପାଇଁ ସମସ୍ୟା ବଢ଼ାଇ ଦେଇଛି। ଏହି ସମୟରେ ଦିଲ୍ଲୀ ସରକାରଙ୍କ ଏକ ନିଷ୍ପତ୍ତି ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କ ପରିବାରକୁ ଅସ୍ବସ୍ତି ଦେଇଛି। ବାସ୍ତବରେ, LNJP ହସ୍ପିଟାଲର କରୋନା ୱାର୍ଡରେ ଭର୍ତ୍ତି ହୋଇଥିବା…