Browsing Tag

Cuttack Municipal Corporation (CMC)

କାଳବୈଶାଖୀର ତାଣ୍ଡବ ପରେ ବାଲିସାହିରେ ଉତ୍ତେଜନା,୧୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ

କଟକ: କଟକ ନୂଆପଡା ବାଲିସାହି ରେ ଉତ୍ତେଜନା | ପୁଲିସ୍ ଉପରକୁ ଢେଲାପଥର ମାଡ଼ | କଟକ ବାଲିସାହିରେ ମଧ୍ୟାହ୍ନ ସମୟରେ କାଳବୈଶାଖୀ ତାର ତାଣ୍ଡବଲୀଳା ରଚନା କରିଛି | ବର୍ଷା,ପବନରେ ବାଲିସାହି ଅଞ୍ଚଳରେ ସିଏମସି ଦ୍ୱାରା ନିର୍ମିତ ଦୁଇଟି ଅସ୍ଥାୟୀ ଟେଣ୍ଟ ଭାଙ୍ଗି ଯିବା ପରେ ବସ୍ତି ଲୋକେ…