ଅଙ୍ଗରକ୍ଷୀଙ୍କଯୋଗୁ ଫେରିପାଇଲେ ନିଜ ଜିନିଷ
ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ସବୁବେଳେ କିଛିନା କିଛି କାର୍ଯ୍ୟ ପାଇଁ ଚର୍ଚ୍ଚାରେ ଥାନ୍ତି | କିନ୍ତୁ ଆମେ ଏବେ ଯେଉଁ କଥା କହିବୁ ସେ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ ନିଶ୍ଚୟ | ସବୁବେଳେ ଫ୍ୟାନ୍ସଙ୍କ ସାଥିରେ ରହିବାକୁ ଭଲପାଉଥିବା ଦୀପିକା ଏବେ ଟେନ୍ସନରେ ଅଛନ୍ତି…