Browsing Tag

dinner

ବିବାହ ଉତ୍ସବରେ ଘଟିଲା କିଛି ଏମିତି, ଅଇଁଠା ବାସନ ମାଜିଲେ ଅତିଥି

ଭୁବନେଶ୍ୱର : ବିବାହର ଏଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଅତିଥିମାନଙ୍କୁ ଭୋଜି ଖାଇବା ପରେ ବାସନ ଧୋଇବାକୁ ପଡିଛି। ବିବାହ ଉତ୍ସବରେ ଯୋଗ ଦେଇଥିବା ଜଣେ ଅତିଥି ସୋସିଆଲ ମିଡିଆରେ ପୋଷ୍ଟ କରି କହିଥିଲେ ଯେ, ସେଦିନ ଏମିତି କିଛି ଘଟଣା ଘଟିଲା…

ଭିଡିଓ ନ ଦେଖିଲେ ବିଶ୍ୱାସ କରିପାରିବେନି ଆପଣ, ଏଠି କୁକୁର କରୁଛି ପ୍ରାର୍ଥନା

ଭୁବନେଶ୍ୱର : ଗୋଟିଏ ପଟେ ଲୋକେ କରୋନା ମହାମାରୀ ଠାରୁ ନିଜକୁ ରକ୍ଷା କରିବା ପାଇଁ ଘରେ ରହୁଥିବା ବେଳେ ଅନ୍ୟପଟେ କିଛି ଲୋକ ନିଜ ଗୃହପାଳିତ ପଶୁମାନଙ୍କୁ ନୂତନ ଉପାୟ ଶିଖାଉଛନ୍ତି । ଏହି ସମୟରେ,ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି । ଯାହାକୁ ଦେଖିବା ପରେ ଆପଣ ମଧ୍ୟ…