Browsing Tag

Entertainment

ଜୀବନ ଯୁଦ୍ଧରେ ହାରିଗଲେ ଅଭିନେତା ରାହୁଲ, ଭାବୁକ କଲା ମୃତ୍ୟୁ ପୂର୍ବର ସେହି ପୋଷ୍ଟ ..

ଭୁବନେଶ୍ୱର : କରୋନା ବିରୋଧରେ ଲଢେଇ କରି ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଅଭିନେତା ରାହୁଲ ଭୋହରା (Rahul Vohra) । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଅଭିନେତା ସୋସିଆଲ ମିଡିଆରେ ଲୋକମାନଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ। ସେ ଫେସବୁକ୍ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ ମାଗିଥିଲେ।…

କରୋନା କାଳରେ ଲୋକଙ୍କୁ ସାହାଯ୍ୟ କରିବେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍, ଆରମ୍ଭ କଲେ ‘YOLO’ ଫାଉଣ୍ଡେସନ୍

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ହେତୁ ଦେଶର ଅବସ୍ଥା ବିଗିଡି ଯାଉଛି। ସରକାରଙ୍କ ସହ ଅନେକ ସାମାଜିକ ସଂଗଠନ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବାରେ ଜଡିତ ଥିବାବେଳେ କିଛି ବଲିଉଡ କଳାକାର ମଧ୍ୟ ନିରନ୍ତର ଭାବେ ସାହାଯ୍ୟ ସହଯୋଗ କରୁଛନ୍ତି। ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମଧ୍ୟ…

ଧରାପକେଇଲା ହ୍ୱାଟ୍ସଆପ୍ ଚାଟ୍ ,ଗିରଫ ହେଲେ ବଲିଉଡର ଭେଟେରାନ ଅଭିନେତା ଦିଲୀପ ତାହିଲଙ୍କ ପୁଅ

ଭୁବନେଶ୍ୱର: ଡ୍ରଗ୍ସ ମାମଲାରେ ବଲିଉଡର ଭେଟେରାନ ଅଭିନେତା ଦିଲୀପ ତାହିଲଙ୍କ ପୁଅ ଧ୍ରୁଭ ତାହିଲଙ୍କୁ ପୋଲିସ ଗିରଫ କରିଛି । ସେ ମୁଜାମିଲ ଅବଦୁଲ ରହମାନ ଶେଖର ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିବା ଅଭିଯୋଗ ହୋଇଛି। ଡ୍ରଗ୍ସ ପାଇଁ ଉଭୟଙ୍କ ମଧ୍ୟରେ ହ୍ୱାଟ୍ସଆପ୍ ଚାଟ୍ ଦ୍ୱାରା ଏହା…

ଶେଷରେ ଗିରଫ ହେଲେ ଅଭିନେତ୍ରୀ, କାରଣ ଜାଣିଲେ ଉଡିଯିବ ଆପଣଙ୍କ ହୋସ

ଭୁବନେଶ୍ୱର: କନ୍ନଡ ଅଭିନେତ୍ରୀ ଶନୟା କାଟୱେ (Shanaya Katwe) ବିରୋଧରେ ହତ୍ୟା ଭଳି ସଂଗୀନ ଅଭିଯୋଗ । 'Ondu Ghanteya Kathe' ଚଳଚ୍ଚିତ୍ରରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ତାଙ୍କ ଭାଇଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କର ୩୨ ବର୍ଷୀୟ ଭାଇ ରାକେଶ କାଟୱେଙ୍କ ହତ୍ୟା ମାମଲାରେ…

ଦୋକାନୀର କଥା ଶୁଣି ରାଗିଗଲେ ରାକ୍ଷୀ,ସୋସିଆଲ ମିଡିଆରେ ଭାଇରଲ ଭିଡିଓ

ଭୁବନେଶ୍ୱର : କରୋନା ପାଇଁ ମୁମ୍ବାଇର ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ତାଲା ପକାଇ ଦେଇଛନ୍ତି। ସରକାର ମଧ୍ୟ ଲୋକଙ୍କୁ ନିବେଦନ କରିଛନ୍ତି ଯେ ସମସ୍ତେ ଘରେ ରୁହନ୍ତୁ ଏବଂ ଆବଶ୍ୟକ ପଡିଲେ ବାହାରକୁ ଯାଆନ୍ତୁ ନଚେତ ନାହିଁ ।…

କାହାକୁ ଦେବାକୁ ପଡିଲା ୩୮୦ କୋଟି ତ ,କିଏ ଦେଲା ଘର ଆଉ ଗାଡି ,ଏ ହେଉଛି ବଲିଉଡର ସବୁଠୁ ଦାମୀ ଛାଡପତ୍ର

ଭୁବନେଶ୍ୱର : ବିବାହ ଠାରୁ ଆରମ୍ଭ କରି ଛାଡପତ୍ର ପର୍ଯ୍ୟନ୍ତ ବଲିଉଡ ତାରକାମାନେ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଆଜି ଆମେ ଆପଣଙ୍କୁ ଏପରି କିଛି ବଲିଉଡ ତାରକାଙ୍କ ବିଷୟରେ କହିବୁ ଯାହାଙ୍କର ମହଙ୍ଗା ଛାଡପତ୍ରକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ହ୍ରିତିକ ରୋଶନ-ସୁଜୈନ ଖାନ: ଖବର…

କାହିଁକି ଏମିତି ଫଟୋ ସୁଟ କଲେ ଏହି ଅଭିନେତ୍ରୀ, ଜାଣନ୍ତୁ ପଟୋ ସୁଟ ପଛର କାହାଣୀ

ମୁମ୍ବାଇ : ଶାହିଦ କପୁର ଓ କିଆରା ଆଡଭାନୀଙ୍କ ଫିଲ୍ମ ‘କବୀର ସିଂ’ ବହୁତ ପପୁଲାର ହୋଇଥିଲା। ତେଲୁଗୁ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ଏହି ରିମେକ ବକ୍ସ ଅଫିସରେ ପାଖାପାଖି ୨୫୦ କୋଟିର ବିଜିନେସ କରିଥିଲା। ଏହି ଫିଲ୍ମର ଏକ ସିନ ଦର୍ଶକଙ୍କୁ ଏତେ ପସନ୍ଦ ଆସିଥିଲା କି, ଏ ପର୍ଯ୍ୟନ୍ତ ଏହି ସିନ ଉପରେ…

ବଲିଉଡ ଜଗତକୁ ଆଉ ଏକ ଝଟକା, ପୁଣି ଜଣେ ଅଭିନେତା ଗୁରୁତର ଅସୁସ୍ଥ ।

ପୁଣି ବଲିଉଡ ଜଗତକୁ ଦୁଃଖ ସମୟର କଳା ବାଦଲ ଘେରିଯାଇଛି । ବଲିଉଡ ଅଭିନେତା ଗୁରୁତର ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଆସୁ ଆରୋଗ୍ୟ କାମନା କରୁଛନ୍ତି ସମସ୍ତ ବଲିଉଡ କଳାକାର ମାନେ । କିଏ ମନ୍ଦିରରେ ତାଙ୍କ ଆରୋଗ୍ୟ କାମନା କରି ପୂଜା କଲାଣି ତ , ଆଉ କିଏ ଦୀପ…