Browsing Tag

Fisherman

ମାଛ ଧରିବାକୁ ଯାଇଥିଲେ ବିଡାବିଡା ନୋଟ ଧରି ଘରକୁ ଫେରିଲେ

ମଧ୍ୟପ୍ରଦେଶ ଖଣ୍ଡୱା ଜିଲ୍ଲାର ଆରୁଦ ଗାଁରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି l ମାଛ ଧରିବାକୁ ଯାଇଥିବା ପିଲାଟି ପୋଖରୀରେ ଜାଲ ଫିଙ୍ଗିଥିଲେ,ଆଉ ଜାଲରେ ମାଛ ବଦଳରେ କିଛି ଏମିତି ଜିନିଷ ଫସିଯାଇଥିଲା ଯାହାକୁ ଦେଖି ସମସ୍ତଙ୍କର ହୋସ ଉଡିଯାଇଥିଲା l