Browsing Tag

foreign countries

ବିଶ୍ୱାସ ନ ହେଲେ ବି ସତ, ଆମେରିକାରେ ୧୮ ଶହ ଟଙ୍କାର ବିକ୍ରି ହେଉଛି ନିମ୍ବ ଦାନ୍ତ କାଠି

ଭୁବନେଶ୍ୱର: ଭାରତରେ ଏମିତି ଅନେକ ଜିନିଷ ଅଛି ଯାହାକୁ ଆପଣ ମାଗଣାରେ ପାଇଥାନ୍ତି । ବିଶେଷକରି ଯଦି ଆମେ Chew Sticks ବା ନିମ୍ବ କାଠି ବିଷୟରେ କଥା ହେବା । ତେବେ ନିମ୍ବ ହେଉଛି ଏକ ଔଷଧୀୟ ଗଛ । ଏହାର ପତ୍ର,ଛେଲି,ନିମ୍ବ କଢ ଆଉ କାଠି ବହୁତ କାମରେ ଲାଗେ । ଭାରତରେ, ଆପଣ ଏହାକୁ କାହା ଘରେ…