Browsing Tag

Girlfriend

ପ୍ରେମିକ ଦେଲା ପ୍ରେମିକାକୁ ଅଜବ ଧମକ, କହିଲା …କରୋନା ଟିକା ନେଲେ ଭାଙ୍ଗି ଯିବ ସମ୍ପର୍କ

ଭୁବନେଶ୍ୱର: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଟିକା ହେଉଛି ଏକମାତ୍ର ଉପାୟ, ତଥାପି କିଛି ଲୋକ ଟିକାକରଣ ପାଇଁ ପ୍ରସ୍ତୁତ ନୁହଁନ୍ତି। ବ୍ରିଟେନର ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ଧମକ ଦେଇଛି ଯେ ଯଦି ସେ ଟିକା ନିଅନ୍ତି ତେବେ ସେ ତାଙ୍କ ସହ ଥିବା ସମ୍ପର୍କ ଭାଙ୍ଗି ଦେବେ।…

ଗର୍ଲଫ୍ରେଣ୍ଡଙ୍କୁ ସାକ୍ଷାତ କରିବା ହେଲା ଡାକ୍ତର ପାଇଁ କାଳ, ଚାଲିଗଲା ଜୀବନ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରୁ ଏକ ଦୁର୍ଭାଗ୍ୟଜନକ ଘଟଣା ସାମ୍ନାକୁ ଆସିଛି ,ଯେଉଁଠାରେ ଜଣେ ଡାକ୍ତରଙ୍କୁ ନିଜ ଜୀବନ ହରିବାକୁ ପଡିଛି । ଯୁବ ଡାକ୍ତର ଜଣକ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ଭେଟିବା ପାଇଁ ତାଙ୍କ ହଷ୍ଟେଲରେ ପହଞ୍ଚିଥିଲେ। ଆଉ ହଷ୍ଟେଲ ପାଇପରେ ଚଢ଼ୁଥିବା ବେଳେ…