Browsing Tag

Goods Train

ଯାତ୍ରୀବାହୀ ଟ୍ରେନରେ ୨୪ ଟି କୋଚ୍ ଏବଂ ମାଲବାହୀ ରେ ୫୮ ଟି ୱାଗନ୍ କାହିଁକି ? ଜାଣନ୍ତୁ ଏହାରି ପଛର କାରଣ

ଭୁବନେଶ୍ୱର: ଭାରତରେ ପରିବହନର ଏକ ମୁଖ୍ୟ ମାଧ୍ୟମ ହେଉଛି ଟ୍ରେନ୍। ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନ୍ ରେ ଯାତ୍ରା କରିଥାନ୍ତି । ଯେତେବେଳେ ଭାରତରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ଏତେ ଅଧିକ, ରେଳ କୋଚଗୁଡ଼ିକ କାହିଁକି ବୃଦ୍ଧି କରାଯାଏ ନାହିଁ ? ଟ୍ରେନରେ କେବଳ ୨୪ ଟି…