Browsing Tag

Gundicha Temple

ଗୁଣ୍ଡିଚାମନ୍ଦିର ଆଗରେ ତିନି ରଥ : ଆସନ୍ତାକାଲି ଆଡପମଣ୍ଡପ ବିଜେ

ଶରଧାବାଲିରେ ପହଁଚିଲେ ତିନି ଠାକୁର | ପ୍ରଥମେ ବଡଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପରେ ଗେହ୍ଲି ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଯାଇ ପହଂଚିଲେ | ପଛରେ ଭକତଙ୍କ ଭାବରେ ବନ୍ଧା ଲୀଳାମୟ ଠାକୁର, ଜଗତର ନାଥ ଜଗନ୍ନାଥ ଲୀଳା ଖେଳା କରି ନନ୍ଦିଘୋଷ ରଥରେ ଯାଇ ପହଁଚିଲେ | କରୋନା କଟକଣା ସତ୍ୱେ ବିନା…