Browsing Tag

ishan kishan

ଇଶାନ କିଶନ 99 ରନ କରିଥିଲେ ମଧ୍ୟ ରୋହିତ ଶର୍ମା ତାଙ୍କୁ ସୁପର ଓଭରରେ ବ୍ୟାଟିଂ ଦେଲେନି

ଆଇପିଏଲ 2020 ର ଦଶମ ମ୍ୟାଚ ସବୁଠୁ ରୋମାଞ୍ଚ କର ଥିଲା ଯାହା କୁ ଆପଣମାନେ ବି ଗତକାଲି ଅନୁଭବ କରିପାରିଥିବେ । ଏବଂ ଏହି ଅତି ନିକଟ ମ୍ୟାଚରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ସୁପର ଓଭରରେ ବିରାଟ କୋହଲିଙ୍କ ଆରସିବିକୁ ହରାଇଥିଲା । https://www.instagram.com/p/CFsEF58lHAy/…