Browsing Tag

Jharkhand

ବନ୍ଧୁ ପାଇଁ ୨୪ ଘଣ୍ଟାମଧ୍ୟରେ ୧୩୦୦ କି.ମି. ଅତିକ୍ରମ କରି ପହଂଚାଇଲେ ଅକ୍ସିଜେନ ସିଲିଣ୍ଡର

ଝାଡ଼ଖଣ୍ଡ : ବନ୍ଧୁତା ଆଗରେ ହାର ମାନିଲା ମୃତ୍ୟୁ | ବନ୍ଧୁତାରେ ଏତେ ଶକ୍ତି ଯାହା ମାପିବା ମୁସ୍କିଲ | ଶାସ୍ତ୍ର କହେ ବିଶେଷ ପରିସ୍ଥିତିରେ ଆପଣ ଅନ୍ନକୁ ଛାଡିକି ଯାଇପାରିବେ କିନ୍ତୁ ବନ୍ଧୁକୁ ନୁହେଁ | ନିଜ ବନ୍ଧୁର ଦେହ ଖରାପ ଶୁଣି ଗୋଟେ ଫୋନ କଲ ପାଇ ସଂଜୀବନୀ ଧରି ପହଁଚିଲା ବନ୍ଧୁ |…

ଝାଡଖଣ୍ଡରେ ୮ ଦିନ ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍

ଝାଡଖଣ୍ଡ: ଦିଲ୍ଲୀ ପରେ ଏବେ ଝାଡଖଣ୍ଡରେ ଏକ ସପ୍ତାହ ପାଇଁ ଲକଡାଉନ୍ ଘୋଷଣା | ଲକଡାଉନ୍ କୁ ‘ସୁରକ୍ଷା ସପ୍ତାହ’ ନାମରେ ନାମିତ | କରୋନା ସଂକ୍ରମଣ ଚେନ ଭାଙ୍ଗିବାକୁ ଝାଡଖଣ୍ଡରେ ୮ ଦିନ ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି | ଦିଲ୍ଲୀ, ମହାରାଷ୍ଟ୍ର ଓ ରାଜସ୍ଥାନ ପରେ ଝାଡଖଣ୍ଡ…

ପ୍ରେମ ପାଇଁ ମୁମ୍ବାଇ ରୁ ଝାଡ଼ଖଣ୍ଡ ଧାଇଁ ଆସିଲା ପ୍ରେମିକା, ପ୍ରେମିକ କଲା ଏମିତି …

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ଗୋଡାଠାରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା | ଜଣେ ଝିଅ ନିଜ ପ୍ରେମକୁ ପାଇବା ପାଇଁ ମୁମ୍ବାଇରୁ ଝାଡ଼ଖଣ୍ଡ ଚାଲିଆସିଥିଲେ | ଆଉ ନିଜ ଆଖି ସାମ୍ନାରେ ଘଟଣା ଦେଖି ସେ ହାତବାକ ହେଇପଡ଼ିଥିଲେ | ଗାର୍ଲଫ୍ରେଣ୍ଡ ସମୁଦ୍ର କୂଳରେ ଠିଆ ହୋଇ ପ୍ରେମ ପାଇଁ ନିବେଦନ କରିଥିଲେ,…