୧୪୧ ଟଙ୍କା ଦେଇ ଘରକୁ ନେଇଯାଆନ୍ତୁ JioPhone 2 , ଫ୍ରଣ୍ଟ ଆଉ ବ୍ୟାକ କ୍ୟାମେରା ସହ ପାଇବେ ଅନେକ ଫିଚର୍ସ
ନୂଆଦିଲ୍ଲୀ: ଜନମାଷ୍ଟମୀ ଅବସରରେ ରିଲାଏନ୍ସ ବହୁତ ଭଲ ଅଫର ଦେଉଛି । ଯଦି ଆପଣ JioPhone 2 କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ । Jio.com ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଗ୍ରାହକମାନେ ଏହି ଫୋନକୁ EMI ରେ ଘରକୁ ଆଣିପାରିବେ । ଏହି ଫୋନର ମୂଲ୍ୟ…