Browsing Tag

Journalists

ବିଶ୍ୱ ଦେଖିଲା ତାଲିବାନୀର ଅସଲ ଚେହେରା, ସାମ୍ବାଦିକଙ୍କୁ ପିଟିଲେ..ସୋସିଆଲ ମିଡିଆରେ ଫୋଟୋ ଛାଡିଲେ

ଭୁବନେଶ୍ୱର: ଆଫଗାନିସ୍ତାନରେ ତାଲିବାନ ଫେରିବା ପରେ ଲୋକମାନେ ଚିନ୍ତିତ ଅଛନ୍ତି। ଗତ କିଛି ଦିନ ହେବ କାବୁଲ ସମେତ ବିଭିନ୍ନ ସହରରେ ତାଲିବାନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଯାହାକି ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଛି, ଯାହାକୁ ସହଜରେ ଗ୍ରହଣ କରିପାରୁନି ତାଲିବାନ। ତାଲିବାନ…