Browsing Tag

Kendrapada

ଚଳନ୍ତା ଆମ୍ବୁଲାନ୍ସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତୀଲେ ଚାଳକ ଆଉ ସହକର୍ମୀ

ଭୁବନେଶ୍ୱର: ରୋଗୀଙ୍କୁ ଛାଡି ଫେରୁଥିବା ବେଳେ ଆମ୍ବୁଲାନ୍ସରେ ଲାଗିଲା ନିଆଁ । କେନ୍ଦ୍ରାପଡା ସହର କଜଳା ନିକଟରେ ହଠାତ ୧୦୮ ଆମ୍ବୁଲାନ୍ସରୁ ଧୂଆଁ ବାହାରି ଥିଲା । ଡ୍ରାଇଭର ସିଟ ତଳୁ ଧୂଆଁ ବାହାରୁଥିବା ଦେଖି ସେ ଗାଡିକୁ ରାସ୍ତା ଉପର ରଖି ଅନ୍ୟ ଲୋକଙ୍କୁ ଡାକି ଥିଲେ । ସ୍ଥାନୀୟ ଲୋକେ ପାଣି…

କେନ୍ଦ୍ରାପଡା ବିକାଶ ଧାରାରେ ଯୋଡିହେବ ଆଉ ଗୋଟେ ଫର୍ଦ୍ଦ

କେନ୍ଦ୍ରାପଡା : କେନ୍ଦ୍ରାପଡ଼ାଜିଲ୍ଲାଅଧିବାସୀଙ୍କ ପାଇଁ ସବୁଠୁ ବଡ ଖୁସିର ଖବର | କେନ୍ଦ୍ରାପଡାରେ ହେବ ବୃହତ ଷ୍ଟିଲ ପ୍ଲାଣ୍ଟ | ଆର୍ସେଲର ମିତ୍ତଲ କରିବ କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ | ଏନେଇ ରାଜ୍ୟ ସରକାର ଓ ଆର୍ସେଲର ମିତ୍ତଲ କମ୍ପାନି ମଧ୍ୟରେ ଲୋକସେବା ଭବନରେ ଏମଓୟୁ ସ୍ୱାକ୍ଷରିତ…