Browsing Tag

lion

ବ୍ୟକ୍ତିଙ୍କ ଉପରକୁ ହଠାତ ଝାମ୍ପ ମାରିଲା ସିଂହ, ତା ପରେ ଯାହା ଘଟିଲା ଦେଖନ୍ତୁ ଭିଡିଓ

ଭୁବନେଶ୍ୱର : ସିଂହକୁ ଜଙ୍ଗଲର ରାଜା କୁହାଯାଏ । ସିଂହ ଅତ୍ୟନ୍ତ ବିପଜ୍ଜନକ ଏବଂ ଆକ୍ରମଣକାରୀ ପ୍ରାଣୀ। ତଥାପି, ଆଜିକାଲି ଏପରି ଅନେକ ଭିଡିଓ ଇଣ୍ଟରନେଟରେ ଦେଖିବାକୁ ମିଳେ, ଯେଉଁଥିରେ ପଶୁ ମଣିଷ ସହିତ ଖେଳୁଛି। ଏହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।…