Browsing Tag

liquor

ଏପ୍ରିଲ ୧ ରୁ ମହଙ୍ଗା ହେବ ମଦ, ଶସ୍ତା ହେବ ବିୟର, ଜାଣନ୍ତୁ କେତେ ?

ଭୁବନେଶ୍ୱର : ଦେଶରେ ନୂତନ ଆର୍ଥିକ ବର୍ଷ ଏପ୍ରିଲ ୧ ରୁ ଆରମ୍ଭ ହେଉଛି । ଏଭଳି ପରିସ୍ଥିତିରେ ନୂଆ ନିୟମ ଅନୁଯାୟୀ ୟୁପି, ମଧ୍ୟପ୍ରଦେଶ, ଦିଲ୍ଲୀ-ଏନସିଆର, ହରିୟାଣାରେ ମହଙ୍ଗା ହୋଇପାରେ ମଦ। ତେବେ ଦିଲ୍ଲୀର ନୂତନ ଏକ୍ସାଇଜ୍ ପଲିସି ଅନୁଯାୟୀ ପୁରୁଣା ମଦ ଭଣ୍ଡାରକୁ ତିନି ମାସ ମଧ୍ୟରେ ବନ୍ଦ…

ମଦକୁ ନେଇ ଚିନ୍ତାରେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକ, ରାଜ୍ୟ ଅବକାରୀ ବିଭାଗକୁ ଲେଖିଲେ ଚିଠି

ନୂଆଦିଲ୍ଲୀ: ପ୍ରାୟତ କୁହାଯାଏ ଯେ ମଦ ଯେତେ ପୁରୁଣା, ସେତେ ଅଧିକ ପ୍ରଭାବଶାଳୀ । ହେଲେ ଏବେ ସେଇ ମଡ଼ାକୁ ନେଇ ଚିନ୍ତାରେ ପଡିଛନ୍ତି ହୋଟେଲ ବ୍ୟବସାୟୀ ଏବଂ ରେଷ୍ଟୁରାଣ୍ଟ ମାଲିକମାନେ । କାରଣ ତାଲା ପଡିଥିବାରୁ ଲକ୍ଷ ଲକ୍ଷ ଲିଟର ବିୟର ଦିଲ୍ଲୀର ପବ୍ ରେ ପଡ଼ିରହିଛି । ଯାହାର ଅବଧି ଶେଷ…

ଏଣିକି ଘରେ ବସି କରିପାରିବେ ବିଭିନ୍ନ ବ୍ରାଣ୍ଡର ମଦ ଅର୍ଡର !

ପଞ୍ଜାବ ସରକାର ଗୁରୁବାର ଠାରୁ ରାଜ୍ୟରେ ମଦ ବିକ୍ରୟ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି | କେବଳ କର୍ଫ୍ୟୁ ବନ୍ଦ ସମୟରେ ସକାଳ ୯ ଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ଷ୍ଟୋରଗୁଡିକ ଖୋଲିବାକୁ ଅନୁମତି ଦିଆଯିବ |

ଦିଲ୍ଲୀରେ ମଦ ଉପରେ 70% ‘କରୋନାଭାଇରସ୍ ଟ୍ୟାକ୍ସ’

ପ୍ରତ୍ୟେକ ମଦ୍ୟପମାନଙ୍କ ପାଇଁ ଅତ୍ୟନ୍ତ ଚିନ୍ତାଜନକ ବିଷୟ | ସେମାନେ କିଣୁଥିବା ମଦ ପାଇଁ ଏବେ ଅଧିକ ଦେୟ ଦେବାକୁ ପଡିବ | ମଦ ବିକ୍ରି ଉପରେ ଲାଗୁ ହେଲା ୭୦% 'ସ୍ପେଶାଲ କରୋନା ଫି' |

ଖୋଲିବ ମଦ ଦୋକାନ ଚାଲିବ ବସ

ମଦ ଦୋକାନ ଓ ପାନ ଦୋକାନ l ଚାଲିବ ବସ ଆଉ କ୍ୟାବ l ବସ ମାଲିକ କେବଳ 50 ପ୍ରତିଶତ ଯାତ୍ରୀଙ୍କୁ ହିଁ ନେବା ଆଣିବା କରି ପାରିବେ l ସେହିପରି କ୍ୟାବରେ ଚାଲାକଙ୍କ ସହ ଜଣେ ମାତ୍ର ଯାତ୍ରୀ ଯାଇପାରିବେ l

କିଏ ନେଉଛି ଲକ ଡାଉନର ଫାଇଦା ?

କରୋନାକୁ ମୁକାବିଲା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି l କେଉଁଠି ସଟ ଡାଉନ କରାଯାଉଛି ତ ଆଉ କେଉଁଠି ଲକ ଡାଉନକୁ ବଳବତ୍ତର ରଖାଯାଇଛି l ଦୋକାନ ବଜାରରେ ସାମାଜିକ ଦୂରତ୍ୱକୁ ପ୍ରାଧାନ୍ୟ ଦେବାପାଇଁ ଜନସାଧାରଣଙ୍କୁ ନିବେଦନ ମଧ୍ୟ୍ୟ କରାଯାଉଛି l